Odisha ,Orissa ( ଓଡିଶା ) -1

  • Share
    Share Video

  • Add
  • More
    Report this video as:
0 0
You have already voted for this video.
ଆମ ସୁନ୍ଦର ଓଡିଶା- Odisha (Oriya: Kalinga), also known as Orissa,Utakal,Kalinga (Oriya: Odia), is a state of ...
ଆମ ସୁନ୍ଦର ଓଡିଶା- Odisha (Oriya: Kalinga), also known as Orissa,Utakal,Kalinga (Oriya: Odia), is a state of India, located on the east coast of India, by the Bay of Bengal. It is the modern name of the ancient nation of Kalinga, which was invaded by the Maurya Emperor Ashoka in 261 BC. The modern state of Odisha was established on 1 April 1936 at Kanika Palace, Cuttack, as a province in India,and consists predominantly of Odia speakers. 1 April is therefore celebrated as Utkal Divas (Odisha Day).Odisha is the ninth largest state by area in India, and the eleventh largest by population. Odia is the official and most widely spoken language with 93.33% Odia speakers according to linguistic survey. Districts of Odisha— • Angul • Balangir • Baleshwar • Bargarh • Bauda • Bhadrak • Cuttack • Deogarh • Gajapati • Dhenkanal • Ganjam • Jagatsinghpur • Jajpur • Jharsuguda • Kalahandi • Kendrapara • Kendujhar • Khordha • Koraput • Malkangiri • Mayurbhanj • Nabarangapur • Nayagarh • Nuaparha • Puri • Rayagada • Sambalpur • Sonepur • Sundargarh ଓଡ଼ିଶା ଭାରତର ପୂର୍ବ ତଟକୂଳରେ ଥିବା ଗୋଟିଏ ରାଜ୍ୟ । ଓଡ଼ିଶା ୧ ଏପ୍ରିଲ ୧୯୩୬ ରେ ନବଗଠିତ ହୋଇଥିଲା, ତେଣୁ ୧ ଏପ୍ରିଲ ଉତ୍କଳ ଦିବସ ଭାବରେ ପାଳିତ ହୁଏ ଏବଂ ମୁଖ୍ୟତଃ ଓଡ଼ିଆ ଭାଷାବାସୀ ଲୋକେ ଏଠାରେ ବାସ କରନ୍ତି । ସମଗ୍ର ଭାରତେର ଆୟତନର ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ନିକଟରେ ଅବସ୍ଥିତ, ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥାନ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱର ତିନି ଜାଗାକୁ ପୁରୁବ ଭାରତର ସ୍ୱର୍ଣ ତ୍ରିଭୁଜ କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କ ର ସୂର୍ଯ୍ୟ ମନ୍ଦିର , ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ବ୍ରହ୍ମପୁର ନିକଟରେ ଅଶୋକଙ୍କ ପ୍ରସିଦ୍ଧ ପ୍ରସ୍ତର କାର୍ଯ୍ୟ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଭାରତର ମୁଖ୍ୟ ଐତିହାସିକ କିରତି । ବାଲେଶ୍ଵରର ଚାନ୍ଦିପୁର ଠାରେ ଗୋଳାବାରୁଦ ଓ କମାଣ ପରଖ ପାଇଁ ଡି.ଆର.ଡି.ଓ ଓ ପି.ଏକ୍ସ.ଇ ଅଛି ଯେଉଁଠି ଭାରତିୟ ସେନାର ଅନେକ ଗଉରବର କଥା ଲେଖାହୋଇଛି । ଓଡ଼ିଶାରେ ପୁରୀ, କୋଣାରକର ଚଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ମନଲୋଭା ବେଳାଭୁଇଁ ରହିଛି । ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି --- ଅନୁଗୁଳ, ବୌଦ୍ଧ, ଭଦ୍ରକ, ବଲାଙ୍ଗିର, ବରଗଡ଼, ବାଲେଶ୍ୱର, କଟକ, ଦେବଗଡ, ଢେଙ୍କାନାଳ, ଗଁଜାମ, ଗଜପତି, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡା, ମାଲକାନଗିରି, ମୟୁରଭଂଜ, ନବରଙ୍ଗପୁର, ନବରଙ୍ଗପୁର, ନୁଆପଡା, ନୟାଗଡ଼, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣପୁର, ସୁନ୍ଦରଗଡ଼ ଓଡ଼ିଶାର ସବୁଠୁ ବଡ଼ ସହର ଭୁବନେଶ୍ୱର ଏହାର ରାଜଧାନୀ ଅଟେ । ଅନ୍ୟ ମୁଖ୍ୟ ସହର ମାନେ ହେଲେ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବାରିପଦା, ବଲାଙ୍ଗିର Edited and uploaded by Deepak Basti ,Automobile Engg.
Categories:
Related